www.samajalive.in
Saturday, December 13, 2025
14.1 C
Bhubaneswar

ମାଡ଼ିଗଲା ଟ୍ରକ, ୩ ମୃତ

କୋରାପୁଟ: ଆଜି କୋରାପୁଟ ଜିଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଗୋଟିଏ ଅଟୋକୁ ଧକ୍କା ଦେଲା ଟ୍ରକ। ଏହାପରେ ଅଟୋ ଉପରେ ଟ୍ରକ ମାଡ଼ିଯାଇଥିଲା। ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତ ସ୍ଥାନୀୟ ଏକ ମେଡ଼ିକାଲରେ ଭର୍ତ୍ତି।
ଆଜି ୧୨ଜଣ ଶ୍ରମିକ ଶ୍ରେଣୀର ଲୋକ ଏକ ଅଟୋରେ ମୁଷାଗୁଡ଼ାକୁ ଆସୁଥିଲେ। ଦୟାନିଧିଗୁଡ଼ାଠାରେ ଅଟୋ ଉପରେ ଟ୍ରକଟି ଚଢ଼ି ଯାଇଥିଲା। ଟ୍ରକଟି ତିବ୍ର ଗତିରେ ଆସୁଥିଲା ଏବଂ ଅଟୋ ଉପରେ ମାଡ଼ି ଯାଇଥିଲା।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories