ସିଡ୍ନୀ : ବିବାଦ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ପିଛା ଛାଡୁନାହିଁ। ଗୁରୁବାର ଅଷ୍ଟ୍ରେଲିଆ କ୍ରିକେଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ଟସ୍ ପକାଇବା ସମୟରେ କୋହଲି ହ୍ୟାଫ୍ ପ୍ୟାଣ୍ଟ ପିନ୍ଧିଥିଲେ। ଏଥିପାଇଁ ଟ୍ୱିଟରରେ କୋହଲିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। ବିସିସିଆଇ ପକ୍ଷରୁ ଏହି ଫଟୋ ଟ୍ୱିଟରରେ ଅପଲୋଡ ହେବାପରେ କ୍ରିକେଟ ପ୍ରେମୀ କୋହଲିଙ୍କ ଏତାଦୃଶ ପୋଷାକ ଓ ଆଚରଣକୁ ସମାଲୋଚନା କରିଛନ୍ତି।
Popular Categories



