www.samajalive.in
Sunday, December 7, 2025
18.1 C
Bhubaneswar

ଅଧିକ ଧାତବଯୁକ୍ତ ପାଣି ବ୍ୟବହାର ଯୋଗୁଁ ବ୍ୟାପୁଛି କିଡନୀ ରୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର କିଡନୀ କବଳିତ ଜବଲପୁର ଗାଁରେ  ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦୁଇଜଣିଆ ଡାକ୍ତରୀଦଳ ପହଞ୍ଚି ସ୍ଥିତି ପରଖିଛି । ଜଳ ନମୁନା ପରୀକ୍ଷା ରିପୋର୍ଟରେ ପାଣିରେ ଧାତବ ପଦାର୍ଥ ମାତ୍ରାଧିକ ଥିବା ଜଣାପଡିବା ପରେ ରାଜ୍ୟ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତରୀ ଟିମ ବୌଦ୍ଧରେ ପହଞ୍ଚିଥିଲେ । ଏବଂ ବୌଦ୍ଧ ଜଳ ଓ ପରିମଳ ବିଭାଗୀୟ ଅଧିକାରୀଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ । ପରେ ଗାଁରେ ପହଞ୍ଚି ଲୋକେ ବ୍ୟବହାର କରୁଥିବା ନଳକୂପ ,ଜଳ ଉତ୍ସଗୁଡିକ ବୁଲି ଦେଖିଥିଲେ । ଉକ୍ତ ଡାକ୍ତରୀ ଦଳରେ ଅଣସଂକ୍ରାମକ ରୋଗ ବିଭାଗର ଯୁଗ୍ମ ନର୍ଦ୍ଦେଶକ ଡାକ୍ତର ବିନୟ କୁମାର ସାହୁ,      ଏପିଡେମିଓଲୋଜିଷ୍ଟ,ଏସ.ଏସ.ୟୁ,ଆଈ.ଡି.ଏସ.ପି ସୁନୀତା ଜେନା ପ୍ରମୁଖ ସାମିଲ ଥିଲେ ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories