www.samajalive.in
Saturday, December 6, 2025
26.1 C
Bhubaneswar

ହଷ୍ଟେଲ ସମସ୍ୟା କହିବାକୁ ଚାଲି ଚାଲି ବାରିପଦାରେ ପହଞ୍ଚିଲେ ବିଦ୍ୟାର୍ଥୀ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବସିପିଠା ଏସଏସଡି ହାଇସ୍କୁଲର ୧୧୬ଜଣ ବିଦ୍ୟାର୍ଥୀ ସୋମବାର ବିଳମ୍ବିତ ରାତିରେ ଚାଲି ଚାଲି ବାରିପଦାରେ ମଙ୍ଗଳବାର ସକାଳେ ପହଞ୍ଚିଥିଲେ। ଛାତ୍ରମାନେ ସ୍କୁଲ ପରିସରରେ ଥିବା ହଷ୍ଟେଲରେ ରହୁଥିବା ବେଳେ ସେମାନଙ୍କୁ ନିମ୍ନ ମାନର ଖାଦ୍ୟ ପ୍ରଦାନ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି। ସମସ୍ୟା ବାବଦରେ ଜିଲାପାଳଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ବାରିପଦା ଛଉ ପଡ଼ିଆ ନିକଟରେ ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ ପହଞ୍ଚି ପିଲାଙ୍କ ଠାରୁ ସମସ୍ୟା ନେଇ ଆଲୋଚନା କରି ବୁଝାସୁଝା କରୁଛନ୍ତି। ଏଥି ମଧ୍ୟରେ ଜିଲାପାଳ ହେମକାନ୍ତ ସୟ ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ପଚରା ଉଚରା କରି ଫେରି ଯାଇଛନ୍ତି। ଛାତ୍ରମାନଙ୍କୁ ବୁଝାସୁଝା କରି ହଷ୍ଟେଲକୁ ଫେରାଇ ଅଣାଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି।

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

- Advertisement -

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories