ଖୋର୍ଦ୍ଧା: ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିବାରୁ ଜଣେ ଗୁରୁତର ହୋଇଥିବା ସୂଚନା ମିଳଛି। ବାଘମାରୀ ଥାନା ଲଖନପୁର ଗାଁରେ ବାଣ ତିଆରିବେଳେ ଅଘଟଣ ଘଟିଛି। ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଏହି ବାଣ ବିସ୍ଫୋରଣରେ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଏହି ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
Popular Categories



