www.samajalive.in
Sunday, December 14, 2025
26.1 C
Bhubaneswar

ବୃଦ୍ଧା ଶ୍ରମ ନହେଉ ବାପା ମାଅ।ଙ୍କ ଶେଷ ଠିକଣା

କେଶଦୁରାପାଳ: କଲ୍ୟାଣ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ କେନ୍ଦୁଝର ଜିଲା ଘସିପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ଵ ପିତୃତ୍ବ ଦିବସ ପାଳିତ ଅବସରରେ ବୃଦ୍ଧା ଶ୍ରମ ନହେଉ ବାପା ମାଅ।ଙ୍କ ଶେଷ ଠିକଣା ବୋଲି ଅତିଥି ମାନେ ମତ ପୋଷଣ କରିଛନ୍ତି। ପିତୃତ୍ଵ ଦିବସକୁ ରତିକାନ୍ତ ସାହୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଟ ନାଗରିକ ପ୍ରାଚଜୀ ଲାଲ ପଡିହାରୀ, ଅବସର ଶିକ୍ଷକ ଉପେନ୍ଦ୍ର କୁମାର ସାହୁ, ବୟୋଜ୍ୟଷ୍ଟ ବ୍ୟକ୍ତି ନନ୍ଦକିଶୋର ସାହୁ, ବରିଷ୍ଠ କପଡା କାରିଗର ମୁକୁନ୍ଦ ଦେବ ସାହୁ, ଶିକ୍ଷକ ଉପେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗଦେଇ ପରିବାରରେ ବାପା ଙ୍କ ତ୍ୟାଗ କର୍ତବ୍ୟ ନିଷ୍ଠା ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ।

ଆମ ପରିବାରର ଶୃଙ୍ଖଳା, ଦୃଢ଼ତାର ନେତୃତ୍ବ ନେଉଥ‌ିବା ପିତାଙ୍କ ଉଦ୍ଦେଶ୍ୟରେ ‘ପିତା ସ୍ୱର୍ଗ, ପିତା ଧର୍ମ, ପିତରି ପ୍ରତିମାପନ୍ତେ ପ୍ରିଯନ୍ତେ ସର୍ବ ଦେବତାଃ’ ଭଳି ଫକ୍ତିକୁ ବାରମ୍ବାର ଆବୃଦ୍ଧି କରିବା ତା’ର ଅର୍ଥକୁ ବୁଝି କାମରେ କାମରେ ଲଗାଇବା ପାଇଁ ଆମ ପରିବାରର ପିଲାମାନଙ୍କୁ ଜାଗ୍ରତ କରି ରଖିଥାଆନ୍ତି। ଏଥିସହିତ ଏନେକ ପରିବାର ରେ ପିତା ମାତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ସମାଜର ସନ୍ତାନ ସନ୍ତତି ମାନେ ବାପା ମାଅ।ଙ୍କ ଶେଷ ଠିକଣା ବୃଦ୍ଧା ଶ୍ରମ ନହେଉ ବୋଲି ବିଶ୍ଵ ପିତୃତ୍ବ ଦିବସ ପାଳନ ଅବସରରେ ସମାଜ କୁ ବାର୍ତ୍ତି ଦେଇଥିଲେ ।

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ ମନ ରଞ୍ଜନ ସାହୁ,ଦବ୍ୟରଞ୍ଜନ ସାହୁ ଉପସ୍ଥିତ ରହି ବାପା ମାନଙ୍କୁ ଫୁଲ ଚନ୍ଦନ ସହ ଉପଢୈକନ ପ୍ରଦାନ କରି ଆଶିର୍ବାଦ ଲାଭ କରିଥିବାବେଳେ ନକୁଳ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories