କେନ୍ଦୁଝର: ଆଜି କେନ୍ଦୁଝର ଜିଲାର ନୟାକୋଟ ଥାନା ଅନ୍ତର୍ଗତ ଫୁଲଝରି ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସାନ ଭଉଣୀକୁ ଟାଙ୍ଗିଆରେ ହାଣିବା ପରେ ବଡ଼ ଭଉଣୀର ଆତ୍ମହତ୍ୟା କରିଛି। ଘରୋଇ କଳିରୁ ଦୁଇ ଭଉଣୀଙ୍କ ମଧ୍ୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



