www.samajalive.in
Saturday, December 13, 2025
26.1 C
Bhubaneswar

ଏ ଯୁଗର ଶ୍ରବଣ କୁମାର

କର୍ଣ୍ଣାଟକ ମହିଶୂର ଅଞ୍ଚଳର ଦକ୍ଷିଣା ମୂର୍ତ୍ତି କ୍ରିଷ୍ଣା ନାମକ ଜଣେ ଯୁବକ ନିଜ ମା’ଙ୍କୁ ସ୍କୁଟରରେ ବସାଇ ତୀର୍ଥାଟନ କରିଛନ୍ତି। ସେ ନିଜ ଚାକିରି ଛାଡ଼ି ମା’ଙ୍କ ମନସ୍କାମନା ପୂରଣ ନିମନ୍ତେ ବାପା କିଣି ଦେଇଥିବା ଏକ ବାଜାଜ ଚେତକ ସ୍କୁଟରେ ତାଙ୍କୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତର ବିଭିନ୍ନ ଧାର୍ମିକ ସ୍ଥଳ ବୁଲାଇଥିଲେ ଥିଲେ। ସେ ୫୬,୫୨୨ କି.ମି ସ୍କୁଟରେ ଭ୍ରମଣ କରିଛନ୍ତି। ଏଥିପାଇଁ ତାଙ୍କୁ ଦୁଇ ବର୍ଷ ସମୟ ଲାଗିଥିବା କହନ୍ତି। ଏପରି ପୁଅ ପାଇ ସେ ନିଜକୁ ଧନ୍ୟ ମନେ କରୁଥିବା ତାଙ୍କ ମା’ ଚଦାରଥନ୍‌ (୭୧) କହନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories