www.samajalive.in
Friday, December 12, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ନିଶୁଳ୍କ କ୍ୟାନ୍ସର ଶିବିର

କଣ୍ଟାବାଞ୍ଜି : ଆଜି କଣ୍ଟାବାଞ୍ଜି ସହରରେ ନିଶୁଳ୍କ କ୍ୟାନ୍ସର ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ମେଡିକେୟାର କ୍ଲିନିକରେ ଏମଏମଆଇ ନାରାୟଣା ହସ୍ପିଟାଲ ରାୟପୁର ଓ ମେଡିକେୟାର କ୍ଲିନିକ ମିଳିତ ତତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ରେଡିଏସନ ଅନକୋଲୋଜି ଡାକ୍ତର ଆଶୁତୋଷ ଦାଶ ଶର୍ମା ଏହି ଶିବିରରେ ଲୋକଙ୍କ ରୋଗ ଚିହ୍ନଟ କରିଥିଲେ।
ବ୍ରେନ ଟ୍ୟୁମର, ମୁଣ୍ଡ , ଗଳାର କ୍ୟାନ୍ସର , ସାରକମା ଓ ଅସ୍ଥି ଟ୍ୟୁମର, ସର୍ବାଇକଲ, ଏଣ୍ଡୋମେଟାରିୟଲ , ଡିମ୍ବଗନ୍ଥି କ୍ୟାନ୍ସର , ଲିମ୍ଫୋମା , ରକ୍ତ କ୍ୟାନ୍ସର , ସ୍ତନ କ୍ୟାନ୍ସର , ଯକୃତ , ଅଗ୍ନାଶୟ ଏବଂ କୋଲୋରେକଟଳ ଭଳି କ୍ୟାନ୍ସର ରୋଗ କାହାର ଅଛି ନା ନାହି ସେନେଇ ଡାକ୍ତର ଚିହ୍ନଟ ଚିହ୍ନଟ କରିଥିଲେ। ଏହି ଶିବିରରେ ୫୦ ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ଡାକ୍ତର ସଚିନ ମେହେର ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories