www.samajalive.in
Saturday, December 13, 2025
26.1 C
Bhubaneswar

କଣ୍ଟାବାଞ୍ଜି ଯୋଗ ସମିତି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଯୋଗ ସମିତି ପକ୍ଷରୁ ସ୍ଥାନୀୟ ମାନସ ଭବନ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି। ଯୋଗ ପ୍ରଣାୟମ ଆସନ ଧ୍ୟାନର ଉପକାରିତ ଉପରେ ଯୋଗ ଶିକ୍ଷକ ନରୋତ୍ତମ ପଣ୍ଡା ସୂଚନା ଦେଇଥିଲେ। ନିୟମିତ ଯୋଗ କରି ସୁସ୍ଥ ଜୀବନ ଯାପନ ବାର୍ତ୍ତା ଦେଇ ଶ୍ରୀ ପଣ୍ଡା ଯୋଗ ପ୍ରାଣାୟମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାହ୍ନୁ ଚରଣ ବହିଦାର, କାହ୍ନୁ ଚରଣ ମିଶ୍ର, ବୃନ୍ଦାବନ ନାଗ, ଦୁଃଖିଶ୍ୟାମ ରାୟ, ସୁରଥ ବେହେରା, ହାଡୁ ମିଶ୍ର, ସୂର୍ୟ୍ୟକାନ୍ତ ରଣା, ବିରଞ୍ଚି ସିଂ, ଅରୁଣ ଅଗ୍ରୱାଲ, ମୁରଲୀ ଅଗ୍ରୱାଲ, ଅରୁଣ ଜୈନ, ବିକାଶ ଜୈନ ରାଜ କୁମାର ଅଗ୍ରୱାଲ, ଜଗନ୍ନାଥ ନାଗ ପ୍ରମୁଖ ଯୋଗ ଶିବିର ଯୋଗାଭ୍ୟାସ କରି ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories