କଣ୍ଟାବାଞ୍ଜି: ତୁରେକେଲା ବ୍ଲକର ଝରଣୀ ଓଡିଶା ଆଦର୍ଶ ବିଦ୍ୟାଳୟ, ଭାଲୁକୁନା ଉଚ୍ଚ ବିଦ୍ୟାଳୟ ଏବଂ କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ୫ଟିରେ ରୂପାନ୍ତରିତ ହେବା ପରେ ରୂପାନ୍ତରିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଝରଣୀ ଆଦର୍ଶ ବିଦ୍ୟାଳୟ ଅଧକ୍ଷ ନରେନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ତୁରେକେଲା ବିଡିଓ ଦେବାଶିଷ ସାମଲ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। କଣ୍ଟାବାଞ୍ଜି ଏନ. ଏ. ସି. ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ ସରକାରୀ କାର୍ଯ୍ୟକ୍ରମରେ ନଗରପାଳ ବାରି୍ୟାମସିଂ ସାଲୁଜା, ସ୍କୁଲ କମିଟି ସଭାପତି ସଂଜୟ ଗାନ୍ଧୀ, ପୁରାତନ ଛାତ୍ର ଅଗ୍ରୱାଲ ସଭା, ସଭାପତି ସୁରେଶ ଆର୍ଯ୍ୟା ଅତିଥି ଭାବେ ଉପସ୍ଥିତ ଥିବା ଥିଲେ।
Popular Categories



