କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ମଙ୍ଗଳ ଭବନଠାରେ ଗଣ୍ଡା ସମାଜର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସମାଜର ବିଭିନ୍ନ ବିଷୟରେ ଆଳୋଚନା ହୋଇଥିଲା। ଏହି ଅବସରରେ ନୂତନ କମିଟି ଗଠନ କରାଯାଇଥିଲା। ନୂତନ କମିଟିରେ ସଭାପତି ଭାବେ ଚନ୍ଦ୍ରଶେଖର ନାଗ, ସମ୍ପାଦକ ଅମର ବାଗ, କୋଷାଧକ୍ଷ ରଶ୍ମୀରଞ୍ଜନ ନାଗ, ଉପସଭାପତି ସତ୍ୟନାରାୟଣ ରାଏ, ଯୁଗ୍ମ ସଂପାଦକ ଭାବେ ଚିତ୍ତରଞ୍ଜନ ବିଭାରଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକାରୀ ସଦସ୍ୟ ଭାବେ ଦୁଃଖୀଶ୍ୟାମ ରାଏ, ଅଭିମନ୍ୟୁ ନାଗ, ଅରୁଣ ବାଗ, ଅଭିମନ୍ୟୁ ବାଗ, ବୃନ୍ଦାବନ ନାଗ, ଲଳିତ ନାଗ, ବାବୁଲାଲ କୁମ୍ଭାର, ବିଭୂତିଭୂଷଣ ବାଗ,ସନ୍ତୋଷ ରାଏ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।
Popular Categories



