www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟାବାଞ୍ଜିରେ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ

କଣ୍ଟାବାଞ୍ଜି:  କଣ୍ଟାବାଞ୍ଜି ନୂଆପଡାର ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ତମ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ଥିବା ନାମଯଜ୍ଞ ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ନଗର କୀର୍ତ୍ତନ ସହିତ ମହାଧୂମଧାମରେ ଉଦଯାପିତ ହୋଇଛି। ଏହି ନାମଯଜ୍ଞରେ କଳାହାଣ୍ଡି, ବରଗଡ଼, ପଦ୍ମପୁର,ନୂଆପଡା,ଛତିଶଗଡ଼ ଆଦି ବିଭିନ୍ନ ଗ୍ରାମରୁ ୨୦ଗୋଟି କୀର୍ତ୍ତନ ଦଳ ଯୋଗଦେଇ ହରିନାମ ଜପ କରିଥିଲେ।ଏହି ନାମଯଜ୍ଞକୁ ସଫଳ କରିବାରେ କମିଟିର ସଭାପତି କାଳିଆ ବେହେରା, ସଂପାଦକ ବିରଂଚି ନାରାୟଣ ଦାଶ,ଉପସଭାପତି ବିଶିକେଶନ ନାଗ,ସହସଂପାଦକ ସୁଧାଂଶୁ ପୁରୋହିତ, କୋଷାଧ୍ୟକ୍ଷ ଛେଲିଆ ସାହୁ, ସଭ୍ୟ ନିଳକଣ୍ଠ ଶତପଥୀ, ଲୋକନାଥ ନାଗ,ଵିରଂଚି ସାହୁ,ଡମ୍ବରୁ ବେହେରା, ସତ୍ୟ ନାରାୟଣ ବେହେରା, ଗଣେଶ ଷଡ଼ଙ୍ଗୀ, ଚୁଡାମଣି ବେହେରା,ଚୈତନ୍ୟ ନାଗ,ପ୍ରଦୀପ ବେହେରା, ବରୁଣ ବାରିକ,ବିଭୁତି ଭୁଷଣ ଦାଶ,ଦେବାର ବାରିକ,ରାଜେନ୍ଦ୍ର ସାହୁ,ଡଗର ବରିହା,ଭାଗ୍ୟବନ୍ତ ବାଗ,ଦିଲ୍ଲୀପ ବାରିକ,ମକୁନ୍ଦ ନାଗ,ଶ୍ରବଣ ନାଗ,ରାଧାକାନ୍ତ ନାଗଆଦି ସହଯୋଗ କରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories