www.samajalive.in
Tuesday, November 18, 2025
27.1 C
Bhubaneswar

ହାତୀର ମୃତଦେହ ଠାବ

କାମାକ୍ଷାନଗର : ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି। ମହାବୀରରୋଡ ଘାଗରାମୁଣ୍ଡା ପଞ୍ଚାୟତ ଖଇରାମୁଣ୍ଡା ଗାଁ ଜଙ୍ଗଲରୁ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅସୁସ୍ଥତାରୁ ମୃତ୍ୟୁ ଘଟିଥିବା ନେଇ ଅନୁମାନ କରାଯାଉଛି। ହାତୀଟିର ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି କୁହାଯାଉଥିବା ବେଳେ ତାଳଚେର ରେଞ୍ଜରୁ ହାତୀଟି ମହାବୀରରୋଡ ରେଞ୍ଜକୁ ଆସିଥିବା ନେଇ ସୂଚନା ମିଳିଛି।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories