www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରାବଣ ମାସରେ ନାଗ ନାଗୁଣୀଙ୍କ କ୍ରୀଡା

କାମାକ୍ଷାନଗର :  କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଳଠାରେ ନାଗ ନାଗୁଣୀଙ୍କ କ୍ରୀଡା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବାବା ଭୋଳାନାଥଙ୍କ ବୋଲ୍ ଵମ୍ ଓ ଧାରା ଶ୍ରାବଣ ମାସ ଚାଲି ଥିବା ବେଳେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ୧ନଂ କଲୋନୀରେ ଦେଖିବାକୁ ମିଳିଛି ନାଗ-ନାଗୁଣୀଙ୍କ ଅଲୌକିକ କ୍ରୀଡା । ଗାଁର ସନ୍ଦୀପ ମହାନ୍ତଙ୍କ ବାଡ଼ି ପଛ ପାଖରେ ନାଗ-ନାଗୁଣୀ ଖେଳୁଥିବା ନେଇ ସ୍ଥାନୀୟ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବେଶ କିଛି ସମୟ ଧରି ନାଗ-ନାଗୁଣୀଙ୍କ କ୍ରୀଡା ଦେଖିବାକୁ ମିଳିଥିଲା । ପରେ ନାଗ ନାଗୁଣୀ ସାପ ଦୁଇଟି ନିକଟସ୍ଥ ଜଙ୍ଗଲକୁ ପଳେଇ ଯାଇଥିଲେ । ଏ ଦୃଶ୍ୟ ବେଶ ମନଲୋଭା ହୋଇଥିଲା ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories