www.samajalive.in
Saturday, December 6, 2025
26.1 C
Bhubaneswar

ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୪୦ହଜାର ୫୧ଟଙ୍କା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୩୫ହଜାର ଟଙ୍କା ବାହାରି ଥିବା ଜଣାପଡିଛି । ଦେବତ୍ତର ବିଭାଗର ତହସିଲଦାର ରଞ୍ଜନ କୁମାର ମାନସେଠଙ୍କ ତତ୍ତ୍ୱାବଧାନରେ ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ, ଗୁଡୁଲ୍ଲା ପ୍ରସାଦ ରାଓ, ଗୋପାଳଚେଟି ପେଣ୍ଟିଆ, ପାଲକୁଣ୍ଡା ପଟି, ଶ୍ରୀନିବାସ  ଚୌଧୁରୀ, ଜୟଶଙ୍କର କୌଶଲ୍ୟା, ମାଉଡି ବାରିକ, ଉପସଭାପତି ବ୍ରଜବଲ୍ଲଭ ନାୟକ, ରାଜସ୍ୱ ନିରୀକ୍ଷକ  ଗୌରୀ କଣ୍ଡାଗିରି, ନୟନ ଗୌଡ଼ ଓ ପୁଲିସ  ଉପସ୍ଥିତିରେ  ହୁଣ୍ଡି ଖୋଲା ଯାଇଥିଲା । ସେଥିରୁ ୪୦,୦୫୧(ଚାଳିଶି ହଜାର ଏକାବନ)ଟଙ୍କା ବାହାରିଥିଲା। ଉକ୍ତ ଟଙ୍କାକୁ ବ୍ୟାଙ୍କ ଜମା ଖାତା ରଖାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories