www.samajalive.in
Saturday, December 6, 2025
26.1 C
Bhubaneswar

ଆଜାଦିକା ଅମୄତ ମହୋତ୍ସବରେ ବୃକ୍ଷରୋପଣ

କଲ୍ୟାଣସିଂହପୁର: ରାୟଗଡା ଡିଭିଜନ କଲ୍ୟାଣସିଂହପୁର ଫରେଷ୍ଟ ରେଞ୍ଜରେ ଆଜାଦିକା ଅମୄତ ମହୋତ୍ସବ ଅବସରରେ ୧୦୦ଟି ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ସ୍ଥାନୀୟ ବନବିଭାଗର ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ନେତୃତ୍ବରେ ବନବିଭାଗ କର୍ମଚାରୀ, ହନୁମାନ କ୍ଲବ ଯୁବକ ସଙ୍ଘ ଓ ଗଣମାଧ୍ୟମ ପ୍ରତିନିଧି ମିଳିତରେ କଲ୍ୟାଣସିଂହପୁର ଓ ରାୟଗଡା ଯିବା ମୁଖ୍ୟ ପୂର୍ତ୍ତବିଭାଗ ବଙ୍ଗଳା ନିକଟସ୍ଥ ରାସ୍ତାର ଉଭୟ ପାର୍ଶ୍ୱରେ ନିମ୍ବ, ଜାମୁକୋଳି, କରଞ୍ଜ, ପାଟୁଳି, ପିସ୍ତାବାଦାମ ଭଳି ପ୍ରାୟ ୧୦୦ଟି ବୃକ୍ଷ ରୋପଣ କରାଯାଇଛି।  ଅଗଷ୍ଟ ୧୫ ତାରିଖ ସୁଦ୍ଧା ଉକ୍ତ ବ୍ଲକର୧୪ଟି ପଞ୍ଚାୟତରେ ୭୫ଟି ଲେଖାଏଁ ବୃକ୍ଷରୋପଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ କହିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories