www.samajalive.in
Saturday, December 13, 2025
21.1 C
Bhubaneswar

କାର୍ଯ୍ୟରେ ଯୋଗ ଦେଲେ ଵ୍ରହ୍ମପୁର ମେୟର କେ ମାଧବୀ

ଵ୍ରହ୍ମପୁର: ଵ୍ରହ୍ମପୁର ମେୟର କେ ମାଧବୀ କାର୍ଯ୍ୟରେ ପୁନଃ ଯୋଗ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଜର୍ଜଙ୍କ ରାୟରେ ମାଧବୀଙ୍କ ମେୟର ପଦ ଆସିଦ୍ଧ ହୋଇଥିଲା। ଏହି ରାୟକୁ ଚାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମାଧବୀ। ଉଚ୍ଚ ନ୍ୟାୟାଳୟରୁ ଅସ୍ବସ୍ତି ମିଳିବା ପରେ ଦୀର୍ଘ ୩୭ଦିନର ବ୍ୟବଧାନରେ ଆଜି ପୁଣି କାର୍ୟ୍ୟରେ ଯୋଗ ଦେଲେ କେ ମାଧବୀ। ନ୍ୟାୟାଳୟ ବିଚାରବିଭାଗ ଉପରେ ତାଙ୍କର ପୂର୍ଣ ବିଶ୍ୱାସ ଥିବା ସେ କହିଛନ୍ତି।

ଗତ ୩୭ଦିନ ତାଙ୍କ ଜୀବନରେ କଳା ବାଦଲ ସଦୃଶ ବୋଲି ବର୍ଣ୍ଣନା କରିବା ସହ ଦୁର୍ଦିନରେ ବିଜେଡି ଦଳ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗକୁ ସେ ପ୍ରଶଂସା କରିବାକୁ ଭୁଲି ନାହାନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories