www.samajalive.in
Saturday, December 13, 2025
26.1 C
Bhubaneswar

ଜୁନ ୧ ତାରିଖରୁ ଏହି ରାଶିଙ୍କର ଲାଗିବ ଲଟେରୀ – ଖୋଲିବ ଉନ୍ନତିର ଦ୍ୱାର

ବୈଦିକ ଜ୍ୟୋତିଷ ଅନୁସାରେ ମଙ୍ଗଳଗ୍ରହ ଜୁନ୍‌ ଏକ ତାରିଖରୁ ଗୁରୁଙ୍କର ରାଶି ତ୍ୟାଗ କରି ସ୍ୱ ରାଶି ବା ନିଜର ରାଶି ମେଷରେ ପ୍ରବେଶ କରିବେ । ମଙ୍ଗଳ ଇଚ୍ଛା ଶକ୍ତିର ଗ୍ରହ । ଲାଲ୍‌ ଗ୍ରହ ମଙ୍ଗଳଙ୍କୁ ଆକ୍ରାମକ ଗ୍ରହ କୁହାଯାଇଥାଏ । ନିଜ ରାଶିରେ ମଙ୍ଗଳ ପ୍ରବେଶ କଲେ ଆହୁରି ଶକ୍ତିଶାଳୀ ହୋଇଯିବେ । ମେଷ ରାଶିର ବ୍ୟକ୍ତି ଦୃଢ ଇଚ୍ଛା ଶକ୍ତିର ସହ କିଛି ନୂଆ କାମ କରିବା ପାଇଁ ଆଗେଇ ଯିବେ । ସେମାନଙ୍କ ପାଇଁ ଭଲ ସମୟ ଆସିଯିବ ।

ମେଷ ରାଶି – ମେଷ ରିଶର ସ୍ୱାମୀ ତାଙ୍କ ସ୍ୱ ଗୃହରେ ପ୍ରବେଶ କରିବା ପାଇଁ ଯାଉଛନ୍ତି । ଏହିସ୍ଥଳେ ମେଷରାଶିଧାରୀ ବ୍ୟକ୍ତିଙ୍କର ଉନ୍ନତି ଅବଶ୍ୟାମ୍ଭାବୀ । ସେମାନେ ସମାଜିକ ସମ୍ମାନ ପାଇବା ସହ ଅନ୍ୟ କ୍ଷେତ୍ରରେ ସଫଳ ହେବେ ।

- Advertisement -

ବୃଷ- ଏହି ରାଶିର ବ୍ୟକ୍ତିଙ୍କର ଦୂର ଯାତ୍ରାର ଯୋଗ ରହିଛି । ଖର୍ଚ୍ଚ ବି ବଢିବ ମାତ୍ର ଏହା ତାଙ୍କୁ ମିଳିଯିବ ।କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ।

ମିଥୁନ – ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ନିବେଶ ବଢିବ ।ସନ୍ତାନ ସୁଖପ୍ରାପ୍ତିର ଯୋଗ ରହିଛି ।

କର୍କଟ – ଏହି ରାଶିର ବ୍ୟକ୍ତିଙ୍କ ନୂଆ ଘର କିମ୍ବା ବାହାନ ନେବାର ଯୋଗ ସୃଷ୍ଟି ହେବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ ।

ସିଂହ – କାର୍ଯ୍ୟକୁ ନେଇ ମନରେ ଉତ୍ସାହ ବଢିବ ।ବିଭିନ୍ନ କ୍ଷେତ୍ରରେ ସମ୍ମାନ ମିଳିବ ।

କନ୍ୟା – କନ୍ୟା ରାଶିର ବ୍ୟକ୍ତିଙ୍କ ଅଚାନକ ଧନ ଲାଭର ଯୋଗ ରହିଛି । ପାର୍ଶ୍ୱ ରୋଜଗାର ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ପ୍ରଗତି କ ରିବେ ।

ତୁଳା – ତୁଳା ରାଶିର ବ୍ୟକ୍ତିଙ୍କର ଆର୍ଥିର ଉନ୍ନତି ହେଲେବି କାର୍ଯ୍ୟରେ କମ୍‌ ମନ ଲାଗିବ ।

ବିଚ୍ଛା – ଭାଗ୍ୟ ବୃଦ୍ଧି ହେବ । ହେଲେ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ରଖନ୍ତୁ ।

ଧନୁ – ମଙ୍ଗଳର ସ୍ଥାନ ପରିବର୍ତ୍ତନରେ ଧନୁରାଶଧାରୀଙ୍କର ଲାଭ ହେବ । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଭଲ ଖବର ମିଳିପାରେ ।

ମକର – ମକର ରାଶିଧାରୀଙ୍କୁ ଭଲ ଖବର ମିଳିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ।

କୁ୍ମ୍ଭ – ସମୟରେ ପରିବର୍ତ୍ତନ ହେବ । ହେଲେ ଧନ ଏବଂ ଆୟ କ୍ଷେତ୍ରରେ ଟିକେ ସାବଧାନ ରୁହନ୍ତୁ ।

ମୀନ – ମୀନ ରାଶିର ବ୍ୟକ୍ତି ଟିକେ ସତର୍କ ହୋଇ ଚଳିବ ଭଲ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories