www.samajalive.in
Saturday, December 6, 2025
19.1 C
Bhubaneswar

୩ ମାସ ପାଇଁ ଜିଓର ସବୁଠାରୁ ଶସ୍ତା ପ୍ଲାନ୍; କେବଳ ଏଥିରେ ଅନ୍ୟ କେଉଁଥିରେ ନୁହେଁ..

ନୂଆଦିଲ୍ଲୀ : ଜିଓ ନିକଟରେ ନିଜର ରିଚାର୍ଜ ପ୍ଲାନକୁ ମହଙ୍ଗା କରି ଦେଇଛି। ତେବେ ଏକ ଖାସ୍ ପ୍ଲାନ ବିଷୟରେ ଜାଣନ୍ତୁ ଯାହା ଶସ୍ତା।
ଜିଓର ୩ ମାସ ସମୟ ସୀମା ପାଇଁ ସବୁଠାରୁ ଶସ୍ତା ରିଚାର୍ଜ। ଏହା ୮୪ ଦିନ ସମୟ ସୀମା ପର୍ଯ୍ୟନ୍ତ।
ଜିଓର ଏହି ରିଚାର୍ଜ ପ୍ଲାନରେ ବ୍ୟବହାରକାରୀଙ୍କୁ ୮୪ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲିଙ୍ଗ୍, ଯେଉଁଥିରେ ଲୋକାଲ୍ ଓ ଏସଟିଡି କଲିଙ୍ଗ୍ ଫାଇଦା ରହିଛି। ଜିଓର ଏହି ରିଚାର୍ଜ ପ୍ଲାନରେ ୬ ଜିବି ଡାଟା ମିଳିବ। ଯାହା କମ୍। ଗତ ମାସରେ ଏହି ପ୍ଲାନରେ ଅଧିକ ଡାଟା ମିଳୁଥିଲା।
ଜିଓର ଏହି ପ୍ରିପେଡ୍ ପ୍ଲାନରେ ବ୍ୟବହାରକାରୀଙ୍କୁ ୧୦୦୦ ଏସଏମଏସ ମିଳିବ। ଏହାକୁ ନିଜର ଆବଶ୍ୟକତା ଅନୁସାରେ ବ୍ୟବହାର କରି ପାରିବେ।

ଦେଖନ୍ତୁ ଭିଡିଓ ; କାବା କରିବ ସିଂହର ବୁଦ୍ଧି, କଲା ଏମିତି..


ଜିଓର ଏହି ପ୍ରିପେଡ ପ୍ଲାନରେ ବ୍ୟବହାରକାରୀଙ୍କୁ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡର ଏକସେସ୍ ମିଳିବ।
ଜିଓର ୮୪ ଦିନର ସମୟ ସୀମାର ଏହା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍। ଏହାର ମୂଲ୍ୟ ୪୭୯ ଟଙ୍କା।
ପେଟିଏମ୍, ଫୋନ୍ ପେ ଓ ଅନ୍ୟ ପେମେଣ୍ଟ ଆପ୍ ରେ ଏହି ରିଚାର୍ଜ ପ୍ଲାନ୍ ମିଳିବ ନାହିଁ। ଏହା ମାଇ ଜିଓ ଆପ୍ ଓ ଜିଓ ପୋର୍ଟଲରେ ମିଳିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories