ଦେଖନ୍ତୁ ଭିଡିଓ ; କାବା କରିବ ସିଂହର ବୁଦ୍ଧି, କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଅନେକ ସମୟରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ ହୋଇନଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିବେ ନାହିଁ। ଭିଡିଓଟି ଏକ ସିଂହର। ସୋସିଆଲ ମିଡିଆରେ ସିଂହର ଏହି ଭିଡିଓ ବେଶ ଭାଇରାଲ୍ ହେଉଛି। ଭିଡିଓ ଦେଖି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। Even … Continue reading ଦେଖନ୍ତୁ ଭିଡିଓ ; କାବା କରିବ ସିଂହର ବୁଦ୍ଧି, କଲା ଏମିତି..