www.samajalive.in
Monday, December 8, 2025
14.1 C
Bhubaneswar

ବିଜେପି ସରକାର ଗଢିଲେ ବିମାନ ବେଗରେ ହେବ ବିକାଶ ; ଜୟନ୍ତ ସିହ୍ନା

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଆସିଲେ ବିମାନ ବେଗରେ ବିକାଶର ହେବ ବୋଲି ଦିନିକିଆ ଓଡିଶାଗସ୍ତରେ ଆସିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଜନତା ପାର୍ଟିର ଦଳୀୟ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ ପହିଲାରୁ ବେସରକାରୀ ଗାଡିକୁ ଯାତ୍ରୀ ନେବା ସମୟରେ ଟଙ୍କା ଦେବାକୁ ପଡିବ ନାହିଁ । କମର୍ସିଆଲ ଟାକ୍ସିଙ୍କୁ କେବଳ ପିକ୍ ଅପ୍ ପାଇଁ ୪୦ ଟଙ୍କା ଦେବାକୁ ପଡିବ । ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ ସମସ୍ୟା ଦୂର ହେବା ସହ ପାର୍କିଂ ଫି ରେ ପରିବର୍ତନ ହେବ । ଭୁବନେଶ୍ୱର ଓ ଝାରସୁଗୁଡା ପରେ ରାଜ୍ୟର ଅନେକ ସ୍ଥାନରେ ବିମାନ ବନ୍ଦର ନିର୍ମାଣ ହେବାର ଯୋଜନା ରହିଛି । ରାଉରକେଲା ଓ ଜୟପୁର ବିମାନବନ୍ଦର କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଏହାକୁ ଉଡାନ ଯୋଜନାରେ ସାମିଲ କରାଯିବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories