ଏସଡିଜେଏମ କୋର୍ଟରେ ହାଜର ହେଲେ ବିଜେପି ନେତା ଜୟ ନାରାୟଣ

0

କଟକ: ସୋହେଲା ଜେଲରେ ଥିବା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଆଜି ସମ୍ବଲପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଶ୍ରୀ ମିଶ୍ରଙ୍କୁ ବରଗଡ଼ରୁ ଆଣି ସମ୍ବଲପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରିଛି । ସୂଚନାଯୋଗ୍ୟ, ବିଜେପୁର ଉପ ନିର୍ବାଚନ ବେଳେ ବରଗଡ଼ ସୋହେଲା ଥାନା ଅନ୍ତର୍ଗତ ବନବିରା ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ ଓ ତାଙ୍କ ଡ୍ରାଇଭରକୁ  ହତ୍ୟା ମାମଲାରେ ସମ୍ପକ୍ତ ଥିବା ଅଭିଯୋଗରେ ଶ୍ରୀ ମିଶ୍ର ଗିରଫ ହୋଇଥିଲେ ।

 

Leave A Reply