www.samajalive.in
Saturday, December 6, 2025
26.1 C
Bhubaneswar

ଜନ୍ମାଷ୍ଟମୀ ବିଶେଷ ; ଜାଣନ୍ତୁ ଏଠାରେ ଘରେ କାହିଁକି ନାହିଁ ଝରକା..

କିଛି ସ୍ଥାନର ଥିବା ସ୍ୱତନ୍ତ୍ରତା କାରଣରୁ ଏହା ବେଶ ପ୍ରସିଦ୍ଧ। ସେଭଳି ଏକ ସ୍ଥାନ ହେଉଛି ବୃନ୍ଦାବନର ନିଧିବନ। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାଙ୍କର ବାସ ରହିଛି ବୋଲି ମାନ୍ୟତା ରହିଛି। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣ ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।
ମାନ୍ୟତା ଅନୁଯାୟୀ, ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି।
ନିଧିବନର ନିକଟରେ ଥିବା ଘର ଗୁଡିକରେ ଜଙ୍ଗଲ ଆଡକୁ ଝରକା ନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସନ୍ଧ୍ୟା ପରେ କେହି ମଧ୍ୟ ଏହି ବଣ ଆଡକୁ ଦେଖନ୍ତି ନାହିଁ। ଯେଉଁମାନେ ଦେଖିବାକୁ ଚେଷ୍ଟା କରିଛନ୍ତି ସେମାନେ ଅନ୍ଧ ହୋଇଯାଇଛନ୍ତି ବୋଲି ମଧ୍ୟ କୁହାଯାଏ। ଯେଉଁମାନଙ୍କ ଘରେ ଝରକା ଥିଲା ସେମାନେ ମଧ୍ୟ ଏହାକୁ ବନ୍ଦ କରି ଦେଇଛନ୍ତି। ଏହି ବଣ ସହ ଜଡିତ ଅନେକ ରହସ୍ୟ ରହିଛି ବୋଲି ବୟୋଜ୍ୟେଷ୍ଠ କହିଥାଆନ୍ତି।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories