www.samajalive.in
Sunday, December 14, 2025
26.1 C
Bhubaneswar

କରୋନାରେ ଚାଲିଗଲେ ଇସ୍ରୋର ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଓଡ଼ିଆ ବୈଜ୍ଞାନିକ ଡ. ଶିବେନ୍ଦୁ ଶଙ୍କର ରାୟ କରୋନା ସହ ଲଢ଼ି ଶେଷରେ ହାରିଯାଇଛନ୍ତି। ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ୪ ତାରିଖ ଦିନ ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଫଳରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

ଭଦ୍ରକର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍‍ ପ୍ରଫେସର ସୁଧାଂଶୁ ଶେଖର ରାୟ ଓ ଶାନ୍ତି ଦେବୀଙ୍କ କନିଷ୍ଠ ପୁତ୍ର ଶିବେନ୍ଦୁ ଥିଲେ ଦେଶର ଜଣେ ଜଣାଶୁଣା ବୈଜ୍ଞାନିକ। ତାଙ୍କ ଶେଷକୃତ୍ୟ ଦିଲ୍ଲୀରେ ସମ୍ପନ୍ନ ହୋଇଛି। ପୁତ୍ର ତ୍ରିଦିବ ଓ କନ୍ୟା ସୀମନ୍ତିନୀ ମୁଖାଗ୍ନି ଦେଇଥିଲେ। ପତ୍ନୀ ଡ. କମଳଜିତ ରାୟ ଭୂ-ବିଜ୍ଞାନ ମନ୍ତ୍ରାଳୟର ଉପଦେଷ୍ଟା ଭାବେ କାର୍ଯ୍ୟରତ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories