www.samajalive.in
Sunday, December 14, 2025
23.1 C
Bhubaneswar

ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ, କ୍ଷମା ମାଗିଲେ ଇସ୍ରାଏଲ ସରକାର

ତେଲ୍‌ ଆବିଭ୍‌: ଶନିବାର ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ରେ ଲେବାନନ୍‌ରେ ଜଣେ ‘ରଏଟର’ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସେହିଭଳି ‘ଏଏଫ୍‌ପି’ର ଦୁଇ ଜଣ ଓ ‘ଅଲ୍‌ ଜଜିରା’ର ଦୁଇ ଜଣଙ୍କୁ ମିଶାଇ ମୋଟ ୬ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି। ଯୁଦ୍ଧ ସମ୍ପର୍କରେ ମିଛ ଖବର ପ୍ରସାରଣ ଅଭିଯୋଗରେ ଆଇଡିଏଫ୍‌ ତେଲ୍‌ ଆବିଭ୍‌ସ୍ଥିତ ‘ଅଲ୍‌ ଜଜିରା ଟିଭି’ କାର୍ଯ୍ୟାଳୟକୁ ଧ୍ବଂସ କରିଦେଇଛି। ରଏଟର ସାମ୍ବାଦିକଙ୍କ ମୃତ୍ୟୁ ନେଇ ଇସ୍ରାଏଲ ସେନା ଆଇଡିଏଫ୍‌ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଆଇଡିଏଫ୍‌ ସଠିକ୍‌ ଭାବେ ସେମାନଙ୍କୁ ଚିହ୍ନଟ କରିପାରି ନଥିବା ଏକ ବିବୃତିରେ କୁହାଯାଇଛି। ଇସ୍ରାଏଲ-ହମାସ୍‌ ଲଢ଼େଇରେ ସପ୍ତାହକ ମଧ୍ୟରେ ମୋଟ ୧୧ଜଣ ଗଣମାଧ୍ୟମ ପ୍ରତିନିଧି ନିହତ ହେଲେଣି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories