www.samajalive.in
Saturday, December 6, 2025
19.1 C
Bhubaneswar

ଭାରତ ସମେତ ଅନେକ ଦେଶରେ ଇନଷ୍ଟାଗ୍ରାମ ଡାଉନ, ଏଯାଏଁ କୌଣସି ଉତ୍ତର ରଖିନି କମ୍ପାନୀ

ସମାଜ ଡିଜିଟାଲ ଡେସ୍କ: ମେଟାର ଫଟୋ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ ଡାଉନ ହୋଇଥିବା ଜଣାପଡ଼ିଛି। ଓ୍ବେବସାଇଟ୍ ବନ୍ଦକୁ ଟ୍ରାକ୍ କରୁଥିବା ସାଇଟ୍‌ downdetector.in ମଧ୍ୟ ଇନଷ୍ଟାଗ୍ରାମର ଡାଉନ୍ ନେଇ ସୂଚନା ଦେଇଛି। ଡାଉନଡିଟେକ୍ଟରରେ ଏପର୍ଯ୍ୟନ୍ତ ପ୍ରାୟ ୫୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍ ନେଇ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ରୁ ଇନଷ୍ଟାଗ୍ରାମ ଡାଉନ୍‌ ସମସ୍ୟା ଦେଖା ଦେଇଥିଲା। ୭୦ ପ୍ରତିଶତ ଉପଭୋକ୍ତା ଲଗ୍‌ଇନ୍, ୧୬ ପ୍ରତିଶତ ସର୍ଭର ଏରର୍‌ ଏବଂ ୧୪ ପ୍ରତିଶତ ଆପ୍‌ରେ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଭାରତ ସମେତ ଅନେକ ଦେଶରେ ଏହି ସମସ୍ୟା ଦେଖାଦେଇଛି। ତେବେ ଏପର୍ଯ୍ୟନ୍ତ କମ୍ପାନୀ ଏନେଇ କୌଣସି ଉତ୍ତର ରଖିନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories