ବାଲେଶ୍ବର : ନୀଳଗିରିରେ ପଣା ପିଇ ୪ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଗୋଟିଏ ପରିବାରର ବୋଲି ଜଣାପଡିଛି। ଅସୁସ୍ଥ ମାନଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ରବିବାର ରାତିରେ ସମସ୍ତେ ବେଲ ପଣା ପିଇବା ପରେ ଅସୁସ୍ଥ ହୋଇପଡିଥିଲେ। ସମସ୍ତେ ନୀଳଗିରି ଅନ୍ତର୍ଗତ ଔପଦାର ବୋଲି ଜଣାପଡିଛି।
Popular Categories



