www.samajalive.in
Friday, December 12, 2025
27.1 C
Bhubaneswar

ଇନଫିନିକ୍ସ ଆଣିଲା ନୂଆ ମଡେଲ, କମ୍ ଦାମରେ ଅନେକ ଫିଚର୍

ନୂଆଦିଲ୍ଲୀ : ଇନଫିନିକ୍ସ ନିଜ ନୂଆ ସ୍ମାର୍ଟଫୋନ୍ ଇନଫିନିକ୍ସ ହଟ୍ ୫୦ ୫ଜି ଭାରତରେ ଲଞ୍ଚ୍ କରିଦେଇଛି । ଏହା ଇନଫିନିକ୍ସ ହଟ୍ ସିରିଜର ନୂଆ ଫୋନ୍ ଏବଂ ଏହା ବଜେଟ ରେଞ୍ଜରେ ଆସୁଛି । ଫୋନରେ ୪୮ ଏମପି ରିୟର କ୍ୟାମେରା, ୬.୭ ଇଞ୍ଚର ଡିସପ୍ଲେ, ୧୨୦ ରିଫ୍ରେଶ୍ ରେଟ୍ ମିଳୁଛି ।

ଫୋନ ୪ ଜିବି ଓ ୧୨୮ ଜିବି ଏବଂ ୮ ଜିବି ଓ ୧୨୮ ଜିବି ଭେରିଏଣ୍ଟରେ ଉପଲବ୍ଧ ହେଉଛି । ଏହାର ଦାମ୍ ଯଥାକ୍ରମେ ୯,୯୯୯ ଟଙ୍କା ଏବଂ ୧୦,୯୯୯ ଟଙ୍କା । ଏହି ଫୋନ୍ ୯ ସେପ୍ଟେମ୍ବରରୁ ଫ୍ଲିପକାର୍ଟରେ ବିକ୍ରି ଆରମ୍ଭ ହେବ । ଫୋନ୍ ଆଣ୍ଡ୍ରଏଡ୍ ୧୪ରେ ଚାଲିବ । ୮ ଏମପିର ଫ୍ରଣ୍ଟ କ୍ୟାମେରା ସହିତ ୫ ହଜାର ଏମଏଏଚର ବ୍ୟାଟେରୀ ମିଳିବ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories