www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ-ଇଂଲଣ୍ଡ ଟି-୨୦: ୭ ଓ୍ବିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ : ଇଡେନ୍ ଗାର୍ଡେନ୍ସରେ ଅଭିଷେକ ଶର୍ମା ରନ୍ ବର୍ଷା କରି ଭାରତକୁ ଇଂଲଣ୍ଡ ବିରୁଦ୍ଧରେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ଓ୍ବିକେଟରେ ଜିତାଇଛନ୍ତି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୩୨ ରନ୍ କରିଥିଲା । ଜବାବରେ ଭାରତ ୪୩ ବଲ୍ ଥାଇ ବିଜୟ ହାସଲ କରି ୫ ମ୍ୟାଚର ଏହି ସିରିଜରେ ୧-୦ରେ ପଏଣ୍ଟ ହାସଲ କରିଛି । ୧୩୩ ରନର ଲକ୍ଷ୍ୟ ପିଛା କରି ଓପନିଂ କରିଥିଲେ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା । ସଞ୍ଜୁ ସାମସନ୍ ୨୬ ରନ୍ କରିଥିଲେ । ଏହା ପରେ ଅଭିଷେକ ଶର୍ମା ୩୩ ବଲରେ ୭୯ ରନ୍ କରିଥିଲେ । ସେ ଲଗାତର ଚୌକା-ଛକା ମାରିଥିଲେ । ନବମ ଓଭରରେ ସେ ନିଜ ଅର୍ଦ୍ଧଶତକ ପୁରା କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories