www.samajalive.in
Thursday, December 11, 2025
15.1 C
Bhubaneswar

ଭାରତର ଦମଦାର ବିଜୟ, ୬ ଓ୍ବିକେଟରେ ହାରିଲା ପାକିସ୍ତାନ

ଦୁବାଇ : ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ପାକିସ୍ତାନର ସ୍ବପ୍ନ ଧୁଳିସାତ୍ ହୋଇଛି । ଭାରତ ବିପକ୍ଷରେ ପାକିସ୍ତାନକୁ ହାର୍ ସ୍ବୀକାର କରିବାକୁ ପଡିଛି । ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ପାକିସ୍ତାନ ଭାରତ ବିରୁଦ୍ଧରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ୨୪୧ ରନ୍ ସଂଗ୍ରହ କରି ଭାରତୀୟ ଟିମକୁ ୨୪୨ ରନର ଲକ୍ଷ୍ୟ ଦେଇଥିଲା । ଟିମ୍ ଇଣ୍ଡିଆ ତରଫରୁ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ବିରାଟ କୋହଲି ଦିନିକିଆ କ୍ରିକେଟରେ ୫୧ ତମ ଶତକ ଲଗାଇଛନ୍ତି । ଏହି ମୁକାବିଲାରେ କୋହଲି ୧୪ ହଜାର ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି । ଏହି ବିଜୟ ସହିତ ଭାରତ ନିଜ ପାଇଁସେମିଫାଇନାଲର ରାସ୍ତା ସହଜ କରିଦେଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories