www.samajalive.in
Friday, December 5, 2025
20.1 C
Bhubaneswar

ଏସିଆ କପ୍‌ କ୍ରିକେଟ୍‌ରେ ଜିତିଲା ଭାରତ- ଓମାନ୍‌ର ଭଲ ଖେଳ ପ୍ରଦର୍ଶନ

ଦୁବଇ – ଏସିଆ କପ୍‌ କ୍ରିକେଟ୍‌ରେ ଓମାନ୍‌ ବେଶ୍‌ ଭଲ ଖେଳର ପ୍ରଦର୍ଶନ କରିଛି । ମାତ୍ର ଭାରତ ୨୧ ରନ୍‌ରେ ଏହି ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଭାରତ-ଓମାନ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍‌ ବିନିମୟରେ ୨୦ ଓଭର୍‌ରେ ୧୮୮ ରନ୍‌ କରିଥିଲା । ସାମସନ୍‌ ୪୫ଟି ବଲ୍‌ରେ ସର୍ବାଧିକ ୫୬ ରନ୍‌ କରିଥିଲେ । ଅଭିଷେକ ଶର୍ମା ୩୮, ତିଳକ ବର୍ମା ୨୯ ଏବଂ ଇକ୍ସର ୨୬ ରନ୍‌ କରିଥିଲେ ।

ଓମାନ୍‌ର ବୋଲର୍‌ ଶାହା ଫୈସାଲ୍‌ , ଜିତେନ୍‌ ରାମାନନ୍ଦି ଓ ଅମିର୍‌ କାଲିମ୍‌ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।
ଓମାନର ବ୍ୟାଟରମାନେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଏହାର ଅଧିନାୟକ ଜଶିନ୍ଦର ସିଂ ୩୨ ରନ୍‌ କରି କୁଲଦୀପଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଅମୀର କାଲିମ୍‌ ସର୍ବାଧିକ ୬୪ ରନ୍‌ କରିଥିଲେ । ହାମାଦ୍‌ ମୀର୍ଜା ୫୧ ରନ୍‌   , ବିନାୟକ ଶୁକ୍ଳା ୧ ରନ୍‌ ଜିତେନ୍‌ ରାମାନନ୍ଦୀ ୧୨ ରନ୍‌ କରିଥିଲେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories