www.samajalive.in
Sunday, December 14, 2025
26.1 C
Bhubaneswar

୨ୟ ଟି-୨୦ରେ ଭାରତର ଦମଦାର ବିଜୟ ; ୱେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ସିରିଜ ଜିତିଲା ଭାରତ

କଲକାତା : ୨ୟ ଟ୍ବେଣ୍ଟି -୨୦ ମ୍ୟାଚରେ ଭାରତ ୮ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ଦମଦାର ବିଜୟ ହାସଲ କରିଛି । ଭାରତ ଏହି ମ୍ୟାଚ ଜିତିବା ସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇଛି । ୩ ମ୍ୟାଚ ବିଶିଷ୍ଟ  ଟ୍ବେଣ୍ଟି -୨୦ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିବା ସହିତ ସିରିଜ ବିଜୟୀ ହୋଇଛି।

ପୂର୍ବରୁ ଭାରତ ଦିନିକଆ ସିରିଜରେ ମଧ୍ୟ ୩-୦ରେ ବିଜୟ ଲାଭ କରିଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories