www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନ ଉପରେ ପ୍ରହାରର ଦୃଶ୍ୟ, ୧୪୦ କୋଟି ଲୋକଙ୍କ ହୃଦୟକୁ ଛୁଇଁବା ଭଳି ଭିଡିଓ

ନୂଆଦିଲ୍ଲୀ : ଭାରତର ‘ଅପରେସନ୍‌ ସିନ୍ଦୂର’ ପରେ ବିଳିବିଳି ହେଉଛି ପାକିସ୍ତାନ। ପାକିସ୍ତାନ ଜମ୍ମୁ-କାଶ୍ମୀର, ଅମୃତସର ସହିତ ରାଜସ୍ଥାନର ବର୍ଡର ନିକଟରେ ଥିବା ସହରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ପାକିସ୍ତାନ ଗତ ୨୪ ଘଣ୍ଟାରେ ୨୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଏହାପରେ ଭାରତ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଲଓସିରେ ଅନେକ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି । ଏହା ମଧ୍ୟରେ ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା ଯେ ତାଙ୍କର ୩ଟି ଏୟାରବେସ୍‌କୁ ଟାର୍ଗେଟ କରାଯାଇଥିଲା ।

- Advertisement -

ଏକ ତ୍ୱରିତ ଏବଂ ସୁଚିନ୍ତିତ ଜବାବରେ, ଭାରତୀୟ ସଶସ୍ତ୍ର ବାହିନୀ କେବଳ ଚିହ୍ନଟ ସାମରିକ ଲକ୍ଷ୍ୟସ୍ଥଳ ଉପରେ ସଠିକ୍ ଆକ୍ରମଣ କରିଥିଲା । ପାକିସ୍ତାନ ଭୁଲ ସୂଚନା ପ୍ରଚାର କରିବାକୁ ଚେଷ୍ଟା କରିଛି, ଭାରତୀୟ ଏସ୍‌-୪୦୦ ସିଷ୍ଟମ, ସୁରତଗଡ଼ ଏବଂ ସିରସାରେ ବିମାନ ବନ୍ଦର ଧ୍ୱଂସ କରିବାର ଦାବି କରି । ପାକିସ୍ତାନ ଦ୍ୱାରା ପ୍ରଚାରିତ ହେଉଥିବା ଏହି ମିଥ୍ୟା ଦାବିଗୁଡ଼ିକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଏହାର ଭିଡିଓ ମଧ୍ୟ ଏବେ ଭାଇରାଲ୍‌ ହେଉଛି ।

ଶନି-ବୁଧଙ୍କ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ମିଳିବ ଚାକିରି..

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories