www.samajalive.in
Saturday, December 13, 2025
26.1 C
Bhubaneswar

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ : ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ : ଚଳିମାସରେ ଇଂଲଣ୍ଡର ସିନିୟର ମହିଳା କ୍ରିକେଟ ଦଳ ଭାରତ ଗସ୍ତରେ ଆସୁଛି। ଏହି ଗସ୍ତରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ୩ଟି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ୩ଟି ଦିନିକିଆ ମ୍ୟାଚ୍ ଲାଗି ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରିଛି ବିସିସିଆଇ ସିନିୟର ମନୋନୟନ କମିଟି। ମିତାଲି ରାଜ୍ ଭାରତୀୟ ଦଳର ନେତୃତ୍ବ ବଜାୟ ରଖିଛନ୍ତି। ଚଳିତ ଆଇସିସି ମହିଳା ଦିନିିକିଆ ଚମ୍ପଆନ୍‌ସିପ୍ ଅନ୍ତର୍ଗତ ଏହି ସିରିଜ୍ ଖେଳାଯିବ। ଏହି ୩ଟି ମ୍ୟାଚ୍ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଫେବୃୟାରୀ ୨୨, ୨୫ ଓ ୨୮ରେ ଖେଳାଯିବ।

ଭାରତୀୟ ଦଳ:  ମିତାଲି ରାଜ୍ (ଅଧିନାୟିକା), ଝୁଲଣ ଗୋସ୍ବାମୀ, ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା, ହରମନପ୍ରୀତ କୌର, ​ଜେ‌ମିମା ରଡ୍ରିଗ୍ବେଜ୍, ତାନିୟା ଭାଟିଆ, ଆର୍. କଳ୍ପନା (ଉଭୟେ ୱିକେଟ ରକ୍ଷକ), ମୋନା ମେସ୍ରାମ୍, ଏକତା ବିସ୍ତ୍, ରାଜେଶ୍ବରୀ ଗାଏକ୍‌ୱାଡ୍‌, ପୁନମ୍ ଯାଦବ, ଶିଖା ପାଣ୍ଡେ, ମାନସୀ ଜୋଶି ଓ ପୁନମ୍ ରାଉତ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories