www.samajalive.in
Saturday, December 13, 2025
21.1 C
Bhubaneswar

କାନାଡା ନାଗରିକଙ୍କ ପାଇଁ ଭାରତର ଇ-ଭିସା ସେବା ଆରମ୍ଭ

ଡେସ୍କ: କାନାଡା ନାଗରିକଙ୍କ ପାଇଁ ଭାରତ ଇ-ଭିସା ସେବା ଆରମ୍ଭ କରିଛି। କାନାଡା ସହ କୂଟନୈତିକ ବିବାଦ ମଧ୍ୟରେ ନୂଆଦିଲ୍ଲୀ ସେପ୍ଟେମ୍ବରରେ ଭିସା ସେବାକୁ ସ୍ଥଗିତ ରଖିଥିଲା। ଗତ ମାସରେ ଭାରତ ଏଣ୍ଟ୍ରି ଭିସା, ବ୍ୟବସାୟ ଭିସା, ମେଡିକାଲ ଭିସା ଏବଂ କନଫରେନ୍ସ ଭିସା ସମେତ କେତେକ ବର୍ଗରେ ଭିସା ସେବା ପୁଣି ଆରମ୍ଭ କରିଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories