www.samajalive.in
Sunday, December 14, 2025
26.1 C
Bhubaneswar

ବଜେଟ ପ୍ରସ୍ତାବର କାର୍ଯ୍ୟକାରିତା ପାଇଁ ଯୋଜନା ୱେବିନାରରେ ଉଦ୍‍ଘାଟନୀ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

ବଜେଟ ପ୍ରସ୍ତାବର କାର୍ଯ୍ୟକାରିତା ପାଇଁ ଯୋଜନା ଶୀର୍ଷକ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନୀ ଅଭିଭାଷଣ ଦେବେ। ଏଥିରେ କେନ୍ଦ୍ର ସରକାରଙ୍କ ୨୨ଟି ମନ୍ତ୍ରଣାଳୟ ଓ ବିଭାଗ ଅଂଶ ଗ୍ରହଣ କରିବେ। ଏହି ଆଲୋଚନାରେ ନୀତି ଆୟୋଗ, ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସରକାରୀ ସଂଗଠନ, ସୋବରିନ୍‍ ଫଣ୍ଡ୍‍, ପ୍ରାଇଭେଟ୍‍ ଇକ୍ୟୁଟି, ଗ୍ଲୋବାଲ୍‍ ପେନ୍‍ସନ୍‍ ଫଣ୍ଡ୍‍, ଇନଭେଷ୍ଟମେଣ୍ଟ ବ୍ୟାଙ୍କ, ଆସେଟ୍‍ ମନିଟାଇଜେସନ କମ୍ପାନି ଓ ଉତ୍ତର ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ, ଏସିଆ, ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆ ଭଳି ଦେଶର ବିଭିନ୍ନ ସଂଗଠନ ଭାଗ ନେବେ।

ଏହି ୱେବିନାରର ଉଦ୍‍ଯାପନୀ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବୋଧନ ଦେବେ। ନୀତି ଆୟୋଗ ସହ ମିଶି ଇନ୍‍ଭେଷ୍ଟମେଣ୍ଟ ଆଣ୍ଡ୍‍ ପବ୍ଲିକ୍‍ ଆସେଟ୍‍ ମ୍ୟାନେଜ୍‍ମେଣ୍ଟ ବିଭାଗ ଏହାର ଆୟୋଜନ କରୁଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories