www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦୀ ଭାରତୀୟ ସୀମାକୁ ପ୍ରବେଶ କରୁଥିବାର ଭିଡିଓ ଭାଇରାଲ୍‌ – ସେନା ଜବାନ୍‌ କଲେ ଏମିତି ଅବସ୍ଥା

ଶ୍ରୀନଗର- ପାକିସ୍ତାନ ପଟୁ ଭାରତୀୟ ସୀମାକୁ କିଛି ସଶସ୍ତ୍ର ଆତଭ୍କବାଦୀ ପ୍ରବେଶ କରୁଥିବାର ଭିଡିଓ ଏବେ ଭାଇରାଲ୍‌ ହେଉଛି । ତିନିଜଣ ଆତଙ୍କବାଦୀ ଆଗ୍ନେୟାସ୍ତ୍ର ସହ ଭାରତ ଭିତରକୁ ପ୍ରବେଶ କରୁଥିଲେ । ସେଠାରେ ଲାଗିଥିବା ଅତ୍ୟାଧୁନିକ ବୈଦ୍ୟୁତିକ ନୀରିକ୍ଷଣ ଯନ୍ତ୍ରପାତି ସେମାନଙ୍କ ଗତିବିଧିକୁ କଏଦ କରିଥିଲା। ସେନାବାହିନୀ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା ।

- Advertisement -

ଭାରତୀୟ ସେନାର ଗୁଳିରେ ଏହି ଆତଙ୍କବାଦୀମାନେ ନିହତ ହୋଇଛନ୍ତି । ସେମାନଙ୍କ ମୃତ ଶରୀରକୁ ଜବତ କରାଯାଇଛି । ଏହି ଆତଙ୍କବାଦୀମାନଙ୍କ ଠାରୁ ଏକେ ରାଇଫଲ୍‌, ଚୀନ୍‌ ନିର୍ମିତ ଏମ୍‌-୧୬ ରାଇଫଲ୍‌ ସହ ଅନ୍ୟ ଆଗ୍ନେୟାସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି ।

ଉରିରକମଲକୋଟ ସେକ୍ଟର ମଦିୟାନ ନାନକ ନିକଟରେ ସେନା ଏବଂ ବାରମୂଲା ପୁଲିସର ମିଳିତ ଅପରେସନ୍‌ରେ ଏହି ଆତଙ୍କବାଦୀମାନେ ନିହତ ହୋଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories