www.samajalive.in
Friday, December 5, 2025
26.1 C
Bhubaneswar

ଘରୁ ଯିବା ପୂର୍ବରୁ ଅଇନାରେ ନିଜ ମୁହଁ ନିଶ୍ଚୟ ଦେଖନ୍ତୁ

ବହୁବାର ଲୋକେ ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ଘରୁ ବାହାରକୁ ଯିବା ପୂର୍ବରୁ ମନରେ କିଛି ଚିନ୍ତାଧାରା ନିଶ୍ଚୟ ଆସିଥାଏ। ସେହି କାର୍ଯ୍ୟରେ ସଫଳତା ମିଳିବ କି ନାହିଁ ଏଭଳି ବହୁ କଥା ମନକୁ ଆସିଥାଏ। ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ କିଛି ସରଳ ଓ ସ୍ୱତନ୍ତ୍ର ଉପାୟ ଉପରେ ଧ୍ୟାନ ଦିଅନ୍ତୁ….
ଯେକୌଣସି କାର୍ଯ୍ୟରେ ଯିବା ପୂର୍ବରୁ ଘରୁ ଦହି ଓ ଚିନି ଖାଇ କରି ଦିଅନ୍ତୁ।
ଘରୁ ବାହାରିବା ପୂର୍ବରୁ ହାତରେ ରୁଟି ନେଇ ଯାଆନ୍ତୁ। ରାସ୍ତାରେ ଗାଈ କିମ୍ବା କାଉଙ୍କୁ ସେହି ରୁଟି ଖାଇବାକୁ ଦିଅନ୍ତୁ।
ଘରୁ ଯିବା ପୂର୍ବରୁ ଅଇନାରେ ନିଜ ମୁହଁ ନିଶ୍ଚୟ ଦେଖନ୍ତୁ। ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ।
ଘରୁ ବାହାରିବା ପୂର୍ବରୁ ଶ୍ରୀ ଗଣେଶାୟ ନମଃ କହି ଯାଆନ୍ତୁ।
ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଗୁଡ ଖାଇ ଓ ଅଳ୍ପ ପାଣି ପିଇ ଯାଆନ୍ତୁ।
ଘରୁ ବାହାରିବା ପୂର୍ବରୁ ନିଜର ଇଷ୍ଟଦେବତାଙ୍କୁ ପ୍ରଣାମ ଓ ପୂଜା କରି ଯାଆନ୍ତୁ।
କୌଣସି କାର୍ଯ୍ୟରେ ସଫଳତା ପାଇଁ ଘରୁ ଯିବା ସମୟରେ କିଛି ଗୋଲମରିଚ ରଖି ତାହା ଉପରେ ଗୋଡ ଲଗାଇ ଯାଆନ୍ତୁ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories