www.samajalive.in
Thursday, December 11, 2025
27.1 C
Bhubaneswar

ଭବିଷ୍ୟତର ଇନ୍ଧନ ହେଉଛି ହାଇଡ୍ରୋଜେନ – ନିତିନ ଗଡ଼କରୀ

ଡେସ୍କ: ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ହାଇଡ୍ରୋଜେନକୁ ଭବିଷ୍ୟତ ସମୟର ଇନ୍ଧନ ବୋଲି ଅଭିହିତ କରି ଏହାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏହି ଇନ୍ଧନ ବହୁତ ଗୁଡିଏ ଉଦ୍ୟୋଗ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିବ। ନୂଆଦିଲ୍ଲୀରେ ଭାରତୀୟ ଉଦ୍ୟୋଗ ସଙ୍ଘର ବାର୍ଷିକ ସମ୍ମିଳନୀରେ ହାଇଡ୍ରୋଜେନ ଅଭିଯାନକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଗଡ଼କରୀ ରସାୟନ, ଇସ୍ପାତ ଏବଂ ଔଷଧ ଉଦ୍ୟୋଗ ଭଳି କ୍ଷେତ୍ରଗୁଡିକର ଭବିଷ୍ୟତ ହାଇଡ୍ରୋଜେନ ସହ ଜଡିତ ଥିବା କହିଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି, ଆଗାମୀ ୩ ବର୍ଷ ମଧ୍ୟରେ ସବୁଜ ଏକ୍ସପ୍ରେସ ୱେ ବିକାଶ ଯୋଜନା ଦ୍ୱାରା ପରିବହନ ବ୍ୟୟ ହ୍ରାସ ପାଇବା ସହ ରପ୍ତାନି ବୃଦ୍ଧି ହେବ ଓ ଅଧିକ ରୋଜଗାର ସୃଷ୍ଟି ହେବ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories