www.samajalive.in
Saturday, December 6, 2025
19.1 C
Bhubaneswar

ଆଇସିସି ଟେଷ୍ଟ ମାନ୍ୟତା : ବ୍ୟାଟିଂରେ କୋହଲି ଏକ ନମ୍ବର, ବୋଲିଂରେ ଜାଡେଜା ୫ମ ସ୍ଥାନରେ

ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ମାନ୍ୟତାର ସଦ୍ୟ ବ୍ୟାଟିଂ ତାଲିକାରେ ଚେତେଶ୍ୱର ପୂଜାରା ତୃତୀୟ ସ୍ଥାନରେ ଅଛନ୍ତି । କୋହଲି ୯୯୨ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କାନେ ୱିଲିୟାମ୍‍ସନ୍‍ ୮୯୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପୂଜାରା ୮୮୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ  ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଭାରତର ଆଉ କୌଣସି ଖେଳାଳି ସ୍ଥାନ ପାଇ ନାହାନ୍ତି।


ଆଇସିସି ବୋଲର ତାଲିକାରେ ଅଷ୍ଟ୍ରେଲିଆର ପାଟ କୁମିନସ୍‍ ଏକ ନମ୍ବର ସ୍ଥାନରେ ଥିବା ବେଳେ ଭାରତର ରବୀନ୍ଦ୍ର ଜାଡେଜା ୭୯୪ ପଏଣ୍ଟ ସହିତ ୫ମ ସ୍ଥାନରେ ଅଛନ୍ତି। ସେହିପରି ଅଲ ରାଉଣ୍ଡର ତାଲିକାରେ ଜାଡେଜା ୩ୟ ସ୍ଥାନରେ ରହିଛନ୍ତି।

- Advertisement -

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories