www.samajalive.in
Saturday, December 6, 2025
26.1 C
Bhubaneswar

ହୋଲିରେ ମା’ଲକ୍ଷ୍ମୀଙ୍କୁ ଏହି ଗୋଟିଏ ଜିନିଷ ଅର୍ପଣ କଲେ ; ବର୍ଷଯାକ ହେବନି ଧନର ଅଭାବ..

ପାଖେଇ ଆସୁଛି ହୋଲି। ଏହି ଦିନ ମା’ଲକ୍ଷ୍ମୀଙ୍କୁ ଧଳା ରଙ୍ଗର କିଛି ନିର୍ଦ୍ଦିଷ୍ଟ ଜିନିଷ ଅର୍ପଣ କରିବା ଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ। ଘରେ ବର୍ଷଯାକ ଧନର ଅଭାବ ରହିନଥାଏ।
ମାନ୍ୟତା ଅନୁଯାୟୀ, ହୋଲି ଦିନ ମା’ଲକ୍ଷ୍ମୀଙ୍କୁ ଏକ ବିଶେଷ ଧଳା ରଙ୍ଗର ଜିନିଷ ଅର୍ପଣ କରିବା ଅତ୍ୟନ୍ତ ଶୁଭଦାୟକ।
ହୋଲି ଦିନ ଏହି ସରଳ ଉପାୟ ଆପଣାଇବା ଦ୍ୱାରା ଟଙ୍କା ଅଭାବ ଦୂର ହୋଇଥାଏ। ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସର୍ବଦା ତାଙ୍କ କୃପା ରହିଥାଏ।
ମାନ୍ୟତା ଅନୁଯାୟୀ, ହୋଲି ଦିନ ମିଠା ଓ ଲୁଣିଆ ଖାଦ୍ୟ ପ୍ରସ୍ତୁତ କରିବା ସହ କ୍ଷୀରି ନିଶ୍ଚୟ ପ୍ରସ୍ତୁତ କରନ୍ତୁ। କ୍ଷୀରି ପ୍ରସ୍ତୁତ କରିବା ପରେ ଏହାକୁ ପ୍ରଥମେ ମା’ଲକ୍ଷ୍ମୀଙ୍କ ନିକଟରେ ଭୋଗ କରନ୍ତୁ।
ହୋଲିରେ ମା’ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଅର୍ପଣ କରିବା ଦ୍ୱାରା ଭାଗ୍ୟ ଚମକିଥାଏ। ଖରାପ ଦିନ ମଧ୍ୟ ଭଲ ଦିନରେ ପରିଣତ ହୋଇଥାଏ।
କ୍ଷୀରି ଭୋଗ ଅର୍ପଣ କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ୍‌‌ ପ୍ରସନ୍ନ ହୋଇଥାଆନ୍ତି। ଧନର ବର୍ଷା ହୋଇଥାଏ।
ମାନ୍ୟତା ଅନୁଯାୟୀ ହୋଲି ଦିନ ଏହି ଉପାୟ କରିବା ଦ୍ୱାରା କଦାପି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ।
ଏହାସହ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତମ୍ବାର ଗୋଟିଏ ଟଙ୍କା କିମ୍ବା ତମ୍ବାର ଏକ ଲୋଟା ଅର୍ପଣ କରନ୍ତୁ।
ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଜୀବନରେ ଥିବା ସମସ୍ତ କଷ୍ଟ ଦୂର କରିଥାଆନ୍ତି। ଜୀବନରେ ସର୍ବଦା ସୁଖସମୃଦ୍ଧି ପ୍ରବେଶ କରିଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories