୭ ଲକ୍ଷର ହେରୋଇନ ଜବତ, ଜଣେ ଗିରଫ

ଜଳେଶ୍ୱର: କମର୍ଦ୍ଦା ବାରମାଇଲରେ ଅବକାରୀ ବିଭାଗ ଚଢ଼ାଉ କରିବା ସହ ସେଠାରୁ ୭୨ ଗ୍ରାମ ହେରୋଇନ ଜବତ କରିଛି। ଜବତ ହୋଇଥିବା ହେରୋଇନର ଆନୁମାନିକ ମୂଲ୍ୟ ୭ଲକ୍ଷ ୨୦ହଜାର ବୋଲି ଜଣାପଡ଼ିଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Comments are closed.