www.samajalive.in
Friday, December 12, 2025
23.1 C
Bhubaneswar

ଅନେକ ରୋଗରୁ ରକ୍ଷା କରେ ବିନ୍ସ

ଏହା ଆମେ ଜାଣନ୍ତି ଯେ ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ହୋଇଥାଏ। ଏହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ। ସବୁଜ ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ବିଭିନ୍ନ ପ୍ରକାର ସବୁଜ ପନିପରିବା ମଧ୍ୟରୁ ଏକ ପରିବା ହେଉଛି ବିନ୍ସ। ଏହାକୁ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବିନ୍ସ ଖାଇବାର ଲାଭ ବିଷୟରେ –

-ବିନ୍ସ ଖାଇବା ଦ୍ବାରା ହୃଦଘାତ ହେବାର ଆଶଙ୍କା କମ୍ ହୋଇଥାଏ।

- Advertisement -

-ବିନ୍ସ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ସ୍ତର କମ୍ ହୋଇଥାଏ। ଏହାସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

-ବିନ୍ସ ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ରହିଥାଏ। ଯଦ୍ବାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।

-ସପ୍ତାହକୁ ୩ରୁ ୪ଥର ବିନ୍ସ ଖାଇବା ଦ୍ବାରା କର୍କଟ ରୋଗରୁ ମଧ୍ୟ ରକ୍ଷା ମିଳିପାରିବ।

-ବିନ୍ସ ଖାଇବା ଦ୍ବାରା ଶରୀରରୁ ଚର୍ବି ଅଂଶ କମ୍ ହୋଇଥାଏ। ଯଦ୍ବାରା ମେଦବହୁଳତା ଦୂର ହୋଇଥାଏ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories