www.samajalive.in
Sunday, December 14, 2025
26.1 C
Bhubaneswar

ସକାଳ ୯ଟା – ମୁଖ୍ୟ ଖବର

– ଦିଲ୍ଲୀରେ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଦୁଇ ଆଦିବାସୀ
– କୋରାପୁଟର ରାଇମତି ଘିଉରିଆ ଓ ମୟୁରଭଞ୍ଜର ସୁବସା ମହନ୍ତ ଜି୨୦ ଶିଖର ସମ୍ମିଳନୀରେ ଯୋଗଦେବେ
– ଉଭୟ ଆଦିବାସୀ ଜୀବନଶୈଳୀ ଓ ମିଲେଟ ମିଶନ ସମ୍ପର୍କରେ ଉଦବୋଧନ ଦେବେ
– ଜନ୍ମାଷ୍ଟମୀ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଆଜି ହେଉଛି ସ୍ୱତନ୍ତ୍ର ନୀତିକାନ୍ତି
– ବ୍ରାଜିଲରେ ଭୟଙ୍କର ବାତ୍ୟା – ୨୦ରୁ ଅଧିକ ମୃତ, ୬୦ଟି ସହର ପ୍ରଭାବିତ
– ଲଗାଣ ବର୍ଷା ଯୋଗୁ ବୁଡ଼ିଲା ବାଲେଶ୍ୱର-ରେମୁଣା ରାସ୍ତା
– ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଜି୨୦ ସମ୍ମିଳନୀ, ସୁରକ୍ଷା ବ୍ୟବସ୍ଥା କଡାକଡି
– ସୁରକ୍ଷା ସମ୍ଭାଳିବେ ସେନାବାହିନୀ, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍‌, ସ୍ନିଫର ଡଗ୍‌, କାଉଣ୍ଟର ଡ୍ରୋନ, ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ
– ଜି୨୦ ସମ୍ମିଳନୀରେ ଯୋଗ ଦେବେ ୧୯ଟି ଦେଶର ରାଷ୍ଟ୍ରମୁଖ୍ୟ
– ଆସନ୍ତାକାଲି ପହଂଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
– ଗତକାଲି ପହଂଚିଛନ୍ତି ନାଇଜେରିଆ ରାଷ୍ଟ୍ରପତି
– ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories