ବଡ ଖବର
# ଆଜି ୫୨ ତମ ବିଶ୍ୱ ସାକ୍ଷରତା ଦିବସ – ୨୦୧୧ ଜଣଗଣନା ଅନୁଯାୟୀ କେରଳରେ ସର୍ବାଧିକ ସାକ୍ଷର ୯୩.୯୧%
# ହୀରାକୁଦର ୧୮ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
# ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିବାରେ ସଫଳ ହେଲା ଚନ୍ଦ୍ର କକ୍ଷପଥରେ ଥିବା ଅର୍ବିଟର
ଆଞ୍ଚଳିକ
# ରଦ୍ଦ ହୋଇପାରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ – କିଡ୍ନୀ କାଢ଼ି ନେବା ମାମଲାରେ ବରଗଡ଼ର ଅନିଲ ସ୍ଵାମୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
# ନୂଆ ମୋଟର ଯାନ ଆଇନକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ରହିଛି ଇଚ୍ଛାଧୀନ କ୍ଷମତା – ଜୋରିମାନାରେ କିଛିଟା କୋହଳ ପାଇଁ ଉଦ୍ୟମ କରିବୁ କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା
# ସ୍ପାଇସ୍ ଜେଟ୍ ବିମାନର ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ – ଜଣେ ଯାତ୍ରୀଙ୍କ ମୃତ୍ୟୁ ସୂଚନା
# ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ହେଲେ ମାଲକାଗିରିର ଅନୁପ୍ରିୟା – ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ନିଯୁକ୍ତ
# ବାଲେଶ୍ୱରରୁ ନିଖୋଜ ତିନି ଛାତ୍ରଙ୍କ ପତ୍ତା ମିଳିଲା, ସ୍କୁଲ ନୁହେଁ ଦିଘା ବୁଲିବାକୁ ଯାଇଥିଲେ
# ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ ଅଭିଯାନରେ ଆଜି ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ
# ଆଜି ବଡ଼ ଆଖଡ଼ା ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି, ମାଜିଷ୍ଟ୍ରେଟଙ୍କ ସମେତ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
# କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ପଲ୍ଲାଣଘାଟି ପଞ୍ଚାୟତର ଗୋଧିରାମପଡା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
# ବେଆଇନ ପାର୍କିଂ କରି ୫୦୦ ଟଙ୍କା ଜରିମାନା ଗଣିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନରାୟଣ ଜେନା
# ଆଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ ସାପ୍ତାହିକ ହାଟରେ ଲୋକଙ୍କୁ ଚକ୍ଲେଟ୍ ଦେଇ ଲିଫଲେଟ୍ ବାଣ୍ଟି ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଅବଗତ କରାଇଲେ ପୁଲିସ
# ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ
# ଗଞ୍ଜାମରେ କୁକୁଡ଼ା ଫାର୍ମ ନାଁରେ ନକଲି ବିଦେଶୀ ମଦ କାରଖାନା ଠାବ କଲା ପୁଲିସ
# ନୂଆ ଟ୍ରାଫିକ୍ ନିୟମ ଓ ଜରିମାନା ଆଦାୟ ପ୍ରସଙ୍ଗକୁ ନେଇ ଏହି ଆଇନର ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
# ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା – ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ
# ପରିବେଶବିତ୍ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କଲେ “ଭାରତ ଗଛ ପୁରୁଷ” ସମ୍ମାନ
# ଲୁହାପଥର ଖଣି ଏବଂ କୋଲ ବ୍ଲକ୍ ନିଲାମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍କୁ ଅଗ୍ରାଧିକାର ଦେବା ପାଇଁ ଦାବି କଲେ ନବୀନ ଜିନ୍ଦଲ
# ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ – କଳାହାଣ୍ଡି ଜିଲା ଟେକରତଲା ଗାଁରେ ଦୋଳରେ ବୁହା ହେଲେ ରୋଗୀ
# ରାଉରକେଲା କୁଆଁରମୁଣ୍ଡା ଥାନା ରିଉଗାଁରେ ଜଣେ ବ୍ୟକ୍ତି ଓ ମହିଳାଙ୍କ ମୃତଦେହ ଉଦ୍ଧାର
# ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଲେରମସ୍କା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ
# କଳାହାଣ୍ଡିରେ ଆଜି ନୂଆଖାଇ, ମା’ ମାଣିକେଶ୍ବରୀଙ୍କ ମନ୍ଦିରରେ ଲାଗିଲା ନବାନ୍ନ
# ଜଗତସିଂହପୁର ଜିଲା ପାଟେଣି ଗ୍ରାମରେ ପୋଖରୀ ତୁଠରେ ବୁଡ଼ିଯାଇ ୬ ନାବାଳିକା ଗୁରୁତର
# ହୀରାକୁଦର ୧୮ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ, ନିଷ୍କାସିତ ହେଉଛି ୩ ଲକ୍ଷ ୧୦ ହଜାର ୯୪୪ ଘନଫୁଟ ଜଳ
ଜାତୀୟ
# ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିବାରେ ସଫଳ ହେଲା ଚନ୍ଦ୍ର କକ୍ଷପଥରେ ଥିବା ଅର୍ବିଟର
# ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମାଲାନୀଙ୍କ ୯୫ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି
# ଲ୍ୟାଣ୍ଡର ‘ବିକ୍ରମ’ର ସ୍ଥିତି ଜାଣିବାକୁ ୩ ଦିନ ସମୟ ଲାଗିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ
# ଆଗାମୀ ୧୪ ଦିନ ପର୍ୟ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାକୁ ଲଗାତାର ଉଦ୍ୟମ ଜାରି ରହିବ କହିଲେ ଇସ୍ରୋ ଟିମ୍
# ଆସାମ ଏବଂ ହିମାଚଳ ପ୍ରଦେଶରେ ୩.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ
# ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ସୌନ୍ଦରାରାଜନ
# ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ୧୦୦ ଦିନ – ଅନୁଚ୍ଛେଦ ୩୭୦ ଉଚ୍ଛେଦ, ତିନି ତଲାକ ସମାପ୍ତ ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ କାମ
# ଉତ୍ତର ପୂର୍ବାଂଚଳ ପରିଷଦ ବୈଠକରେ ଅମିତ ଶାହା କହିଛନ୍ତି – ପୂର୍ବୋତ୍ତରକୁ ବିଶେଷ ମାନ୍ୟତା ଦେଉଥିବା ଧାରା 371ର ଭାରତୀୟ ସମ୍ୱିଧାନରେ ସ୍ୱତନ୍ତ୍ର ସ୍ଥାନ ରହିଛି
# ଆଜି ୫୨ ତମ ବିଶ୍ୱ ସାକ୍ଷରତା ଦିବସ – ୨୦୧୧ ଜଣଗଣନା ଅନୁଯାୟୀ କେରଳରେ ସର୍ବାଧିକ ସାକ୍ଷର ୯୩.୯୧%
ଅନ୍ତର୍ଜାତୀୟ
# ଆଫଗାନିସ୍ତାନ ଏବଂ ତାଲିବାନ ସହିତ ଶାନ୍ତି ଆଲୋଚନା କରିବାକୁ ନେଇଥିବା ନିଷ୍ପତ୍ତି ରଦ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
# ଜାପାନ ସହ ମିଶି ଇସ୍ରୋର ଆଉ ଏକ ’ମୁନ୍ ମିଶନ’ ପ୍ରସ୍ତୁତି – ଚନ୍ଦ୍ରର ମେରୁ ଅଞ୍ଚଳରୁ ଆଣିବ ନମୁନା
# ଆଜି ପାଳନ କରାଯାଉଛି ୫୨ ତମ ବିଶ୍ୱ ସାକ୍ଷରତା ଦିବସ
# ବିଚଳିତ ପାକିସ୍ତାନ – ସବୁ ଦେଶ ଠାରୁ ଠୋକର ଖାଇବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଓ ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ କଥାବାର୍ତ୍ତା
# ସୁନ୍ଦରବନୀ ଓ ନୌସୋରା ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ – ଭାରତୀୟ ସେନାର କଡା ଜବାବ



