www.samajalive.in
Monday, December 15, 2025
26.1 C
Bhubaneswar

ଚିଠି ଲେଖିଲେ ହାଇକୋର୍ଟ ଯୁଗ୍ମ ସମ୍ପାଦିକା, କହିଲେ ଘରଲୋକଙ୍କୁ ତଦନ୍ତକୁ ଆଣାଯାଉ

ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ଘଟଣା । ମୃତ୍ୟୁ ପଛର କାରଣ ଓ ଏହି ମୃତ୍ୟୁ ପାଇଁ କିଏ କିଏ ଦାୟୀ ଅଛନ୍ତି, ସଂପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାଇକୋର୍ଟ ବାର ଆସୋସିଏସନର ଯୁଗ୍ମ ସମ୍ପାଦିକା ପଦ୍ମାଳୟା ମହାପାତ୍ର । ଚିଠି ଲେଖି ପଦ୍ମାଳୟା ଦାବୀ କରିଛନ୍ତି ଯେ ରାଜ୍ୟର ବରିଷ୍ଠ IPS ଅଧିକାରୀ କିମ୍ୱା କ୍ରାଇମବ୍ରାଞ୍ଚ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଉ । ତାଙ୍କ ମୃତ୍ୟୁ ସହ ଜଡିତ ପ୍ରତ୍ୟକ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ । ଏପିରିକି ହ୍ୟୁମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ । ହ୍ୟୁମାନଙ୍କ ସମ୍ପର୍କିତ ସମସ୍ତ ଡିଜିଟାଲ ପ୍ରମାଣ, ତାଙ୍କ ମୋବାଇଲ ଫୋନ, ସଂନ୍ଦିଗ୍ଧ ବ୍ୟକ୍ତିଙ୍କ କଲ ରେକର୍ଡ, ବ୍ୟାଙ୍କ କାରବାର ଯାଞ୍ଚ ସହ ତାଙ୍କର ବ୍ୟକ୍ତିଗତ ସୋସିଆଲ ମିଡ଼ିଆ କନଟେଣ୍ଟକୁ ସୁରକ୍ଷିତ ରଖାଯାଉ । ଏହା ସହ ଜନ ସାଧାରଣଙ୍କ ଉଦେଶ୍ୟରେ ଏକ ସ୍ୱଚ୍ଛ ରିପୋର୍ଟ ଉପସ୍ଥାପିତ କରାଯାଉ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories