ଗୁଡଭେଲା: ଗୁଡଭେଲା ବ୍ଲକ ଅଞ୍ଚଳରେ ଆଜି ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଜଣାପଡିଛି । ୧୩୨/୩୩କେଭି ଓପିଟିସିଏଲ୍ ତରଫରୁ ଗ୍ରିଡରେ ମରାମତି କାମ ଥିବାରୁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବିଦ୍ୟୁତ୍ କାଟ ହେବା ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ଦେବାସହ ସହଯୋଗ କରିବା ପାଇଁ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି ।
Popular Categories



