ବିମାନ ବନ୍ଦରରୁ ୨୯୫ ଗ୍ରାମର ସୁନା ଜବତ

0

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ୨୯୫ ଗ୍ରାମର ସୁନା ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୯ ଲକ୍ଷ ୨୯ ହଜାର ଟଙ୍କା ବୋଲି ଅନୁମାନିକ କରାଯାଇଛି । ବ୍ୟାଙ୍କକରୁ ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି । ଉକ୍ତ ଯାତ୍ରୀଙ୍କୁ କଷ୍ଟମ ବିଭାଗ ଅଟକ ରଖି ଜଦନ୍ତ ଚଳାଇଛି ।

Leave A Reply