www.samajalive.in
Wednesday, December 10, 2025
14.1 C
Bhubaneswar

ଝାଡ଼େଶ୍ଵର ମନ୍ଦିରରେ ବିଶ୍ଵ ଶାନ୍ତି ମହାଯଜ୍ଞ ଆରମ୍ଭ 

ଘସିପୁରା : ସ୍ଥାନୀୟ ଝାଡେଶ୍ଵର ମହେଶ ବିଜେ ମୁରାବାଲି ଠାରେ  ବିଶ୍ଵ ଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ୧୭ ତାରିଖ ଯାଏ ଚାଲିବ ବୋଲି ଜଣାପଡିଛି । ଝାଡେଶ୍ଵର ମନ୍ଦିର କୋଠ ତହସିଲଦାର ପିପମ୍ବର ସା  ଙ୍କ ସଂଯୋଜନାରେ  ଆୟୋଜିତ ଏହି ବିଶ୍ଵ ଶାନ୍ତି ମହାଯଜ୍ଞରେ ଅତିଥି ଭାବେ ପ୍ରଭାତ କୁମାର ପଣ୍ଡା, ରାମଚନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ଦାସ୍, ଯୋଗ ଦେଇଥିବା ବେଳେ ରାମଚରିତ ମାନସ ର ପ୍ରବକ୍ତା ଅମୃତ ମଣେହି ପାଣିଗ୍ରାହୀ ଯୋଗ ଦେଇ ଝାଡେଶ୍ଵର ବିଶ୍ଵ ଶାନ୍ତି ମହାଯଜ୍ଞ ଓ ରାମ ଚରିତ ମାନସ କାର୍ଯ୍ୟ ପରିଚାଳନା  କରିବା ଦାଇତ୍ଵ ନେଇଥିବା ବେଳେ ଏହି ଉତ୍ସବରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମଙ୍କୁ ଝାଡ଼େଶ୍ଵର ମନ୍ଦିର ବାବା ପ୍ରଫୁଲ ଦାସ , ପୂଜକ କୃଷ୍ଣ ଶତପଥୀ, କୈଳାସ ଦାସ୍, ସୁଜାମ ଚରଣ ପଣ୍ଡା ସହିତ ,କମିଟି ର , ଚକ୍ରଧର ସାହୁ, ଫଗୁଚରଣ ସାହୁ.ନାରାୟଣ ସାହୁ ଚିନ୍ତାମଣି ସାହୁ ,ରଘୁନାଥ ପାଢୀ, ଟିପୁନସାହୁ, ଚୁକୁନ , ନିରଞ୍ଜନ ସାହୁ , ପପୁ ପଢିଆ ରୀ ପପୁ ଦେହୁରୀ, ମହନ୍ତ ପ୍ରଫୁଲ ବାବା , କୃଷ୍ଣ ଚନ୍ଦ୍ର ଶତପଥି, କୈଳାସ ମିଶ୍ର, ଉଦୟନାଥ ପଣ୍ଡା, ମୁନା ପଣ୍ଡା, ଅନ୍ତର୍ଯ୍ୟାମୀ ଦାଶ, ସୁଜାମ ଚରଣ ପଣ୍ଡା ନାରାୟଣ ସାହୁ, ବିଶ୍ଵନାଥ ସାହୁ, ଗୌରାଙ୍ଗ ଚରଣ ପାତ୍ର, ଭାଗିରଥୀ ସାହୁ,  ଫଗୁ ଦେହୁରୀ, ଙ୍କ ସହିତ ଅନେକ ଉପସ୍ଥିତ ରହି  ଝାଡ଼େଶ୍ଵର ମନ୍ଦିର ବିଶ୍ଵ ଶାନ୍ତି ମହାଯଜ୍ଞ କୁ ସହ ଯୋଗ କରୁଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories